ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସହରର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ସରକାରୀ ଧlନମେରା ପ୍ରାଥମିକ ବିଦ୍ୟାଳୟ (ଧାନମେରା ସାହି) ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ଛାତ୍ର ଛାତ୍ରୀ ଓ ଶିକ୍ଷତ୍ରୀ ସାହି ଭ୍ରମଣ ପୂର୍ବକ ବକ୍ତବ୍ୟ ରଖିଥିଲେ l

Smart Computer Ad
You might also like
error: Content is protected !!