ବ୍ରହ୍ମପୁର,(ବିଚିତ୍ର ସାହୁ):-
ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ତା :-26.1.26 କୁ କଲୋନୀରେ 77 ତ୍ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଗଲା, କଲୋନୀର ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ ପତାକା ଉତ୍ତୋଳନ କରିବା ସହିତ କଲୋନୀର ସମସ୍ତ ପରିବାରଙ୍କୁ ଶୁଭେଚ୍ଛା ଜଣାଇ ଉର୍ନ୍ନତି କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ କଲୋନୀରେ ଏକତା ବଜାୟ ରଖିବା ପାଇଁ ଆହ୍ୱାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଉପସଭାପତି ଶ୍ରୀ ତ୍ରିନାଥ ସାହୁ, ସେକ୍ରେଟାରୀ ଶ୍ରୀ ତ୍ରିନାଥ ପାଢ଼ୀ କୋଷାଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଶ୍ରୀ ଦେବେନ୍ଦ୍ର ସାହୁ, ଶ୍ରୀ ଅମର ବିଳାଶ ଜେନା ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ, କଲୋନୀର ସମସ୍ତ members ହାତରେ ତ୍ରିରଙ୍ଗା ପତାକା ଧରି କାର୍ଯ୍ୟକ୍ରମକୁ ସୁଶୋଭିତ କରାଇଥିଲେ.
