ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିଗୁଡା: ୨୬/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି |ଏହି ଅବସରରେ ଉପଖଣ୍ଡ ଚିକିଛାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡ଼କ୍ଟର ଶ୍ରବଣ କୁମାର ସାହୁକାର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ

YouTube video

ଦେଇଥିଲେ l ଏଥିରେ ଡ଼କ୍ଟର, ଟେକନିସିଆନ, ଷ୍ଟାଫ୍ ନର୍ସ, ଏନମ, ଓ ଉପଖଣ୍ଡ ଚିକିଛାଳୟ ର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!