ବାଲିଗୁଡା: ୨୫/୦୧ (ସୁକାନ୍ତ କୁମାର ତ୍ରିପାଠୀ)
କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରବିବାର ଦୀନ ସକାଳ ୮ ଘଣ୍ଟା ସମୟରେ NAC ଅଧୀନରେ ସ୍ୱଛତା କାର୍ଯ୍ୟକ୍ରମ ହୋଇଯାଇଛି l ଏହି ସ୍ୱଛତା କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋସଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା



ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା,NAC ର ସମସ୍ତ କର୍ମଚାରୀ ଙ୍କ ଗହଣର ବସଷ୍ଟାଣ୍ଡ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

