ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦ୍ ଯାପିତ

ବାଲିଗୁଡା: ୧୦/୦୧ (ସୁକାନ୍ତ କୁମାର ତ୍ରିପାଠୀ )ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ୨ଟି ୟୁନିଟି ଶୀତକାଳୀନ ସେବା ଶିବିର ଜାନୁଆରୀ ୩ ରୁ ଆରମ୍ଭ ହୋଇ ଗତକାଲି ବଡଗାଁ ପୋଷ୍ଯଗ୍ରାମରେ ଉଦ୍ ଯାପିତ ହୋଈଯାଇଛି lଭାରପ୍ରାପ୍ତ ଅଧ୍ଯକ୍ଷ ଡ ବିଭୂତିଭୂଷଣ ଆଚାର୍ଯ୍ଯ ମୁଖ୍ଯ ଅତିଥି ଭାବେଯୋଗ ଦେଇଥିଲେ l ଅବସରପ୍ରାପ୍ତ ଅଧ୍ଯକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଓ କାର୍ଯ୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଅରୁଂଧତୀ ପ୍ରଧାନ, ହମନ୍ ଦିବାକା ସପ୍ତାହବ୍ଯାପୀ ଏହି ଶିବିର ପରିତାଳନା କୁ ସୁଚାରୁ ରୂପେ କରିଥିଲେ lସ୍ୱେଛ୍ଛାସେବୀ ନିଜନିଜର କୀବନ୍ତ ଅନୁଭୂତି ବଖାଣି ଥିଲେ lବ୍ରହ୍ମପୁର ବିଶ୍ୱବିଦ୍ଯାଳୟ NSS cell ପକ୍ଷରୁ

ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦ୍ ଯାପିତଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦ୍ ଯାପିତଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦ୍ ଯାପିତଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦ୍ ଯାପିତ

କନ୍ଧମାଳ ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ଡ ନଳିନୀକୁମାର ପାଣିଗ୍ରାହୀ ଗତ୮ଜାନୁଆରୀରେ ଆସି ଶିବିରାର୍ଥୀଂକୁ ବ୍ଯକ୍ତିତ୍ୱ ବିକାଶରେ ଜାତୀୟ ସେବା ଯୋଜନାର ଭୂମିକା ବର୍ଣନା କରିଥିଲେ lସ୍ୱାସ୍ଥ୍ଯ ଶିବିରରେ ଡାକ୍ତର ମଲାଣ ଜଂଗଲ ସୁରକ୍ଷାରେ ବାଲିଗୁଡା ବନାଂଚଳ ଅଧିକାରୀ ଅଗ୍ନି ନିରୋଧ ବାହିନୀ ଦ୍ୱାରା ସଡକ ସୁରକ୍ଷା ଆରକ୍ଷୀ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା lବିଏସ୍ଏଫ୍ ଅଧିକାରୀଦ୍ୱୟ ଯୋଗ ଦେଇ ଜନଜାତି ଯୁବ ଭାରତଭ୍ରମଣ ବ୍ଯାଖ୍ଯା କରିଥିଲେ lସାଂସ୍କୃତିକ କାର୍ଯ୍ଯକ୍ରମ ସଚେତନତା ସଭା ରାଲି ଘରଘର ବୁଲି ସରକାରୀ ଯୋଜନା ଗାଁରେ ସର୍ଭେ କରିଥିଲେ lଶେଷରେ ଅଧ୍ଯାପକ ହମନ୍ ଦିବାକା ଧନ୍ଯବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!