BBRDA ଟ୍ରଷ୍ଟ ତରଫରୁ ଗରିବ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଶୀତ କାଳରେ କମ୍ବଳ ଓ ବିସ୍କୁଟ ବଣ୍ଟନ

ବ୍ରହ୍ମପୁର, ବିଚିତ୍ର ସାହୁ: ନୂତନ ବର୍ଷ ର ଆଗମନର ଅଭିନନ୍ଦନ ଉପଲକ୍ଷେ BHARAT BIKASH RURAL DEVELOPMENT ASSOCIATION TRUST ଅଧ୍ୟକ୍ଷା ଶ୍ରୀମତୀ ପ୍ରତିମା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଉଛି। ସମଜ ର କଲ୍ୟାଣ ଗରିବ ଓ ନିରାଶ୍ରୟ ଲୋକ ମାନଙ୍କ ଉନ୍ନତି ସକାଶେ BBRDA ଟ୍ରଷ୍ଟ ତରଫରୁ ଗରିବ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଶୀତ କାଳ ରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଛି। ଉକ୍ତ ସଭା ରେ karapalli G.P ସରପଞ୍ଚ, ଶ୍ରମତି S Menaka Reddy ମହୋଦୟ।,Rangeilunda ବ୍ଲକ ସମିତି ସଭ୍ୟ ଶ୍ରୀଯୁକ୍ତ Dileswar Reddy ମହୋଦୟ, karapalli GPLF ଅଧ୍ୟକ୍ଷା ଶ୍ରୀମତୀ Gauri Pradhan, karapalli GP ADO Damodar sir, ଷ୍ଟାର୍ଟ NGO ଅଧ୍ୟକ୍ଷା ଶ୍ରୀମତୀ Jamuna Naga ମହୋଦୟା, ଯୋଗ ଦେଇ ସଭା ମଣ୍ଡନ କରିଥିଲେ। ଏହା ସହିତ BBRDAT ସଦସ୍ୟ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ଶ୍ରୀ ନରସିଂହ ରାଉତ,p କ୍ରୀଷ୍ଣା ରେଡ୍ଡୀ, ଗୀତାଞ୍ଜଳି ମହାକୁଡ଼,GPLF ସମ୍ପାଦିକା ଜୟନ୍ତୀ ରେଡ୍ଡୀ,claiment champian S ତୁଳସା ରେଡ୍ଡୀ, କୃଷକ ସାଥୀ V କୁମାର ସ୍ବାମୀ, କୃଷିମିତ୍ର ରଶ୍ମିତା ନାୟକ,GPLF CRP ରିନା ସାହୁ ଙ୍କ ଉପସ୍ଥିତି ଓ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫାଲ୍ୟ ମଣ୍ଡିତ କରାଗଲା

You might also like
error: Content is protected !!