ପୋଲିସ ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ବିଳନୀ

ବାଲିଗୁଡା: ୦୫/୧୨ (ସୁକାନ୍ତ କୁମାର ତ୍ରିପାଠୀ) ପୋଲିସ ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଗତକାଲି ସଂଧ୍ୟା ସମୟରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୋଲିସ ଏସଡିପିଓ ଶ୍ରୀ ଶୁଭମ ଭୋସଲେ ଉପସ୍ଥିତ ରେ ଡ୍ରଗସ,ମଦ, ଜାନବାହନ ସି ସି କ୍ୟାମେରା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା l ଏଥିରେ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ l

You might also like
error: Content is protected !!