ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ନଭେମ୍ବର ୧୫ ତାରିଖରୁ ଲାଗୁ ହେବ ନୂଆ ଟୋଲ୍ ନିୟମ
ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ
FASTag ନଥିବା ଯାନ ନଗଦ ଟଙ୍କା ଦେଲେ ଦୁଇ ଗୁଣା ଟୋଲ୍ ଫି ହେବ ଆଦାୟ
କିନ୍ତୁ UPI ପେମେଣ୍ଟ କଲେ ୧.୨୫ ଗୁଣା ଟୋଲ୍ ଫି ଦେବାକୁ ପଡ଼ିବ
ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି
ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଓ ଟୋଲ୍ ପ୍ଲାଜାରେ ନଗଦ କାରବାର ହ୍ରାସ ଲକ୍ଷ୍ୟ
