ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓମଶାନ୍ତି ଭବନ ରେ ଏବର୍ଷ ର ଦଶହରା ପୂଜା ଉତ୍ସବ 

ଭଞ୍ଜନଗର,(ବବି ରଥ):-

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓମଶାନ୍ତି ଭବନ ରେ ଏବର୍ଷ ର ଦଶହରା ପୂଜା ଉତ୍ସବ ସମସ୍ତ ଅତିଥି ଏବଂ ଆଶ୍ରମ ସହ ଜଡିତ ଥିବା ସମସ୍ତ ଙ୍କ ସହଯୋଗ ବିଶେଷ କରି ସୁଶ୍ରୀ ଅନୁପମା ରଥ ଙ୍କ ଆକର୍ଷଣୀୟ ନୁର୍ତ୍ୟ ପରିବେଷଣ ଅତି ମନ୍ତ୍ରମୁଗ୍ଧ କରିଥିଲା

Smart Computer Ad
You might also like
error: Content is protected !!