ଘୁମୁସର ଅଞ୍ଚଳ ର ବରିଷ୍ଠଓକିଲ ତଥା ଶ୍ରୀ ଯୁକ୍ତ ସୋମନାଥ ନାୟକ ଙ୍କୁଜନ୍ମଦିନ ରେ ଅଞ୍ଚଳ ତରଫରୁ ଶୁବେଛା ଜଣାଉଛନ୍ତି

ଭଞ୍ଜନଗର,(ବବି ରଥ):-

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳ ର ବରିଷ୍ଠଓକିଲ ତଥା ସଂଗ୍ରାମୀ ନେତା, ସମାଜସେବୀ, ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି, ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି, ଚାଷୀ ମୁଲିଆ ମଞ୍ଚର ନେତା /ଉପଦେଷ୍ଟା, ଘୁମୁସର ସହ ଜଡିତ ସମସ୍ତ ଅନୁଷ୍ଠାନ ବିଶେଷ କରି ମୁନ୍ସିପାଲଟି ହେଉ କି ରେଳପଥ ସହିତ ଘୁମୁସର ଜିଲ୍ଲା କରିବା ପାଇଁ ଅହରହ ପ୍ରୟାସ ଜାରିରଖିଥିବା ଶ୍ରୀ ଯୁକ୍ତ ସୋମନାଥ ନାୟକ ଙ୍କ ଜନ୍ମଦିନ ରେ ଅଞ୍ଚଳ ତରଫରୁ ଶୁବେଛା ଜଣାଉଛନ୍ତି ଜନସାଧାରଣ.

Smart Computer Ad
You might also like
error: Content is protected !!