ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ବୃକ୍ଷ ରୋପଣ


ବାଲିଗୁଡା,୧୭/୦୯:(ସୁକାନ୍ତ କୁମାର ତ୍ରିପାଠୀ)
ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଂକ ୭୫ ତମ ଜନ୍ମ ଦିନରେ ମାଂକ ନାମରେ ଗଛଟିଏ ୨.୦ ବୃକ୍ଷ ରୋପଣ କରାଯାଇଛି l ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ଯ,ଶୈକ୍ଷିକ ପରାମର୍ଶଦାତା ଡ ସୁଶାନ୍ତ କୁମାର ଦାସ,ଅଧ୍ଯାପକ ପରିଷଦ ସଂପାଦକ

ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ବୃକ୍ଷ ରୋପଣଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ବୃକ୍ଷ ରୋପଣଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ବୃକ୍ଷ ରୋପଣ

ଚେଜେଶ୍ୱର ନାୟକ, ଅଧ୍ଯାପକ ସରୋଜକୁମାର ପାଠୀ,ଜାତୀୟ ସେବା ଯୋଜନା କାର୍ଯ୍ଯକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ୍ କାଉନ୍ସେଲର ମାନସରଂଜନ ପ୍ରଧାନ ଓ ସମସ୍ତ ଅଧ୍ଯାପକଅଧ୍ଯାପିକା ଛାତ୍ରଛାତ୍ରୀ ସ୍ୱେଛ୍ଛାସେବୀ ସମୂହ ବୂକ୍ଷରୋପଣ କାର୍ଯ୍ଯକ୍ରମରେ ସାମିଲ୍ ରହି ବୃକ୍ଷରୋପଣ କରିଥିଲେ l

Smart Computer Ad
You might also like
error: Content is protected !!