କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବଡ ଧରଣ ଭୁସ୍ପଳନ; ରାସ୍ତା ଅବରୋଧ, ଯାତାୟତ ଠପ

ବାଲିଗୁଡା,୧୭/୦୯:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ର ଅନ୍ଧାର କୁଟି ନିକଟରେ ଗତକାଲି ଏକ ବଡ଼ ଧରଣ ର ଭୁସ୍ପଳନ ହୋଇଛି ଏହାର ପ୍ରଭାବରେ ପାହାଡ଼ ରୁ ବଡ଼ ପଥର ଓ ମାଟି ଅତଡ଼ା ଖସି କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ଭାବେ ଠପ ହୋଇଛି lଘଟଣାସ୍ଥଳରେ ଜି. ଉଦୟଗିରି ଅଗ୍ନିଶମ ବାହିନୀ ଓ ପୋଲିସ ପହଂଚିଛନ୍ତି ଫଳ ରେ ବ୍ରହ୍ମପୁର, ଭୁବନେଶ୍ୱର ରୁ କଳିଙ୍ଗା ଘାଟି ଦେଇ

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବଡ ଧରଣ ଭୁସ୍ପଳନ; ରାସ୍ତା ଅବରୋଧ, ଯାତାୟତ ଠପକନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବଡ ଧରଣ ଭୁସ୍ପଳନ; ରାସ୍ତା ଅବରୋଧ, ଯାତାୟତ ଠପକନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବଡ ଧରଣ ଭୁସ୍ପଳନ; ରାସ୍ତା ଅବରୋଧ, ଯାତାୟତ ଠପ

ଫୁଲବାଣୀ ବାଲିଗୁଡ଼ା କୁ ଯାଉଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ ହୋଇଛି l ଲଗାଣ ବର୍ଷା ରେ ପାହାଡିଆ ପାଣି ଆସି କଳିଙ୍ଗା ଘାଟି ର ଚାଳିଶ ରୁ ପଚାଶ ଫୁଟ ପର୍ଯ୍ୟନ୍ତ ରାସ୍ତା ଧୋଇ ନେଇଛି lଗତକାଲି ଠାରୁ ୧୫୭ ଜାତୀୟ ରାଜପଥ ସମ୍ପୂର୍ଣ ଭାବରେ ବନ୍ଦ ରହିଛି ଲା ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଉକ୍ତ ଘାଟି ରାସ୍ତା କୁ ଠିକ କରିବା ରେ ବହୁଦିନ ଲାଗି ପାରେ ବୋଲି ଜଣା ପଡିଛି l

Smart Computer Ad
You might also like
error: Content is protected !!