ଭଞ୍ଜନଗର,(ବବି ରଥ):-
ପ୍ରଥମ ଥର ପାଇଁ ଭାବି ଘୁମୁସର ଜିଲ୍ଲା ତଥା ଭଞ୍ଜନଗର ବେଲଗୁଣ୍ଠା ରୋଡ ଝାଙ୍କିରି ମନ୍ଦିର ନିକଟ ରେ ନୂତନ BJP କାର୍ଯ୍ୟାଳୟ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥି, ନୀଳ ଭାଇ, ମହିଳା ମୋର୍ଚ୍ଚା ସୁଜାତା ଅପା, ଏମ ପି ପ୍ରତିନିଧି ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ସ୍ଥାନୀୟ କାର୍ଯ୍ୟକର୍ତ୍ତା ଙ୍କ ସମେତ ସମସ୍ତ ନୂତନ ପୁରାତନ ସଂଗଠକ ଙ୍କ ଉପସ୍ଥିତି ରେ କାର୍ଯ୍ୟାଳୟ ର ଶୁଭ ପୂଜନ କାର୍ଯ୍ୟକ୍ରମ ମହାଡମ୍ବରେ କରାଯିବା ସହ ଆଗାମୀ ଦିନ ମାନଙ୍କ ରେ ସଙ୍ଘଠନ ର ସମସ୍ତ କାର୍ଯ୍ୟକ୍ରମ କିଭଳି ମଣ୍ଡଳ ସ୍ତରରେ ସୁଚାରୁ ରୁପେ କରାଯିବ ତାହା ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା.
