ଜଟଣୀ ପୋଷ୍ଟ ଅଫିସ ଛକ ବଜାର କମିଟି ଆୟୋଜିତ ସଭାକୁ ସମ୍ବୋଧିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ ସ୍ଥିତ ମୋ ଜଟଣୀ ପୋଷ୍ଟ ଅଫିସ ଛକ ବଜାର କମିଟି ପକ୍ଷରୁ ଆୟୋଜିତ ମହୋତ୍ସବ-୨୦୨୫ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଜାନନଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଆୟୋଜିତ ସଭାକୁ ସମ୍ବୋଧିତ କଲେ । ସମାରୋହରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ,ଭାଜପା ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ବିଶ୍ବରଞ୍ଜନ ବଡ଼ଜେନା, ଭାଜପା ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦୀପ୍ତ ରାୟ, ବରିଷ୍ଠ ଭାଜପା ନେତା ଶ୍ରୀ ଡ଼ାକ୍ତର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଭୁ ଗଣେଶଙ୍କ କରୁଣାରୁ ସମସ୍ତଙ୍କ ଜୀବନରୁ ଅଜ୍ଞାନ ଅନ୍ଧକାର ଦୂର ହୋଇ ଜ୍ଞାନର ଆଲୋକ ପ୍ରାପ୍ତ ହେଉ, ଏତିକି ପ୍ରାର୍ଥନ କଲେ

Smart Computer Ad
You might also like
error: Content is protected !!