ଗୁରୁ ତିବସରେ ଜୃତୀ ଅଧ୍ଯାପକ ବିଭୂତିଭୂଷଣ କନ୍ଧମାଳର ତର୍ତିଡ ଚେହେରା

ବାଲିଗୁଡା:୦୫/୦୯ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ୧ଜୁଲାଇ ୧୯୬୭ରେ ନୟାଗଡରେ ଜନ୍ମ ବିଭୂତିଭୂକ୍ଷଣ ସାର୍ ୧୯୭୩ ପର୍ଯନ୍ତ ଜିଉଦୟଗିରି ୧୯୭୯ରୁ୧୯୮୧ ପୁନଶ୍ତ ହବାକ୍ ହାଇସ୍କୁଲ୍ ୧୯୭୩ରୁ ୧୯୭୯ କଟକ ରେଭେନ୍ସା ଜଲିଜିଏଟ୍ ସ୍କୁଲ ୧୯୮୧ରୁ ୧୯୮୩ ବାଲିଗୁଡା ହାଇସ୍କୁଲ ୧୯୮୩ରୁ ୧୯୮୭ ଭଂଜନଗର କବିସମ୍ରାଟ ମହାବିଦ୍ଯାଳୟ ରେ ଆଇ ଏସ୍ସି ଓ ବିଏ ଓଡିଆ ସମ୍ମାନ ୧୯୮୭ରୁ ୧୯୯୧ ଉତ୍କଳ ବିଶ୍ୱବିଦ୍ଯାଳୟ ଅଧିସ୍ନାତକ ବିଭାଗରେ ଏମ୍ଏ ଓଏମ୍ ଫିଲ୍ ୟୁଜିସି ନେଟ୍ ୨୦୦୯ରେ ବ୍ରହ୍ମପୁର ବିଶ୍ୱବିତ୍ଯାଳୟରୁ ପିଏତ୍ଡି ୨୦୧୩ରେ ଡି ଲିଟ୍ ଉପାଧି ହାସଲ କରନ୍ତି l୧୯୯୩ ସେପ୍ଟେମ୍ୱରରୁ ଆଦିବାସୀ ମହାବିଦ୍ଯାଳୟ ବାଲିଗୁଡାରେ ୬୫୦ଟଂକା ବେତନରେ ଅଧ୍ଯାପନା କାର୍ଯ୍ଯାରମ୍ଭ କରିଥିଲେ lଆଦିବାସୀ

ଗୁରୁ ତିବସରେ ଜୃତୀ ଅଧ୍ଯାପକ ବିଭୂତିଭୂଷଣ କନ୍ଧମାଳର ତର୍ତିଡ ଚେହେରା

ଅଧ୍ଯୁଷିତ କଂଧମାଳର କୁଇ ଭାଷୀ ଜନଜାଚି ଛାତ୍ରଛାତ୍ରୀଂକୁ ବ୍ରହ୍ମପୁର ବିଶ୍ୱବିଦ୍ଯାଳୟ ଓଡିଆ ସମ୍ମାନରେ ପ୍ରଥମ ଦଶ ଜଣଂକ ମଧ୍ଯରେ ସ୍ଥାନିତ କରିବାର ସୌଭାଗ୍ଯ ଆଣିବାରେ ଗୁରୁ ଦାୟିତ୍ୱ ତଥା ଆତାର୍ଯ୍ଯ ବନି ପାରିଥିଲେ lତିନି ଦଶନ୍ଧିରୁ ଊର୍ଧ୍ୱ କାଳ ସେ ନିରବଛ୍ଛିନ୍ନ ଭାବେ ସେ ବୟସର ଅପରାହ୍ଣରେ ସାଧନା ଅବ୍ଯାହତ ରଖିଛନ୍ତି ।୧୬ରୁ ସମ୍ମାନରେ ୨୦୧୭ରୁ ୪୮ ସିଟ୍ .୨କଳାରେ ୩୨୦ ବିଜ୍ଞାନରେ ୧୨୮ ବାଣିଜ୍ଯରେ ୧୨୮ ସିଟ୍ ହୋଇ ନିୟମିତ ଅଧ୍ଯାପନା ତାଲିଛି lଡ ଆତାର୍ଯ୍ଯଂକ ପ୍ରାକ୍ତନ ଛାତ୍ର ଡ କୈଳାସ ମଳିକ ରାମନାଗୁଡା ସରକାରୀ ସ୍ନାତକ ମହାବିଦ୍ଯାଳୟ ରେ ଅଧ୍ଯକ୍ଷ ରୋଜାଲିନ୍ ମହାରଣା ଓ ସ୍ୱର୍ଣମୟୀ ମହାରଣା ଭଂଜନଗର କବିସମ୍ରାଟ ଉପେନ୍ଦ୍ରଭଂଜ ମହାବିଦ୍ଯାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ଯାଳୟରେ ତୃପ୍ତିରାଣୀ ସ୍ୱାଇଁ ବାଣପୁର ଗୋଦାବରୀଶ ମହାବିଦ୍ଯାଳୟରେ SSB ପାଇ ଅଧ୍ଯାପନା ବୃତ୍ତିକୁ ଆପଣେଇ ନେଇଛନ୍ତି l

You might also like
error: Content is protected !!