ବାଲିଗୁଡା:୦୪/୦୯(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ଆଦିବାସୀ ମହାବିଦ୍ଯାଳୟ ଓଡିଆ ଭାଷା ଓ ସାହିତ୍ଯ ବିଭାଗ ପକ୍ଷରୁ ନବାଗତ ସମ୍ମାନ ଶ୍ରଣୀର ଛାତ୍ରଛାତ୍ରୀଂକୁ ସ୍ୱାଗତ ଜଣା ଯାଇଥିଲା lଅଧ୍ଯକ୍ଷ ଲକ୍ଷ୍ମଣ ପାଳ ମୁଖ୍ଯ ଅତିଥି ଗଟାଂଗି ସେବାଶ୍ରମ ପ୍ରଧାନଶିକ୍ଷକ ତୀର୍ଥବାସୀ ଘଡାଇ ସମ୍ମାନିତ ଅତିଥି ବିଭାଗୀୟ ମୁଖ୍ଯ ଡ ବିଭୂତିଭୂଷଣ ଆଚାର୍ଯ୍ଯ ସଭାପତି ଅଧ୍ଯାପିକା ସ୍ନେହଲତା ମାଝୀ ସୁଲୋଚନା କହଁର ଅଧ୍ଯାପକ ଅବିନାଶ ମହାପାତ୍ର ବକ୍ତବ୍ଯ ରଖିଥିଲେ lଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ
lସୀମାଂଚଳ ହଂସ ସ୍ୱାଗତ ସମ୍ଭାଷଣ ଜଣାଇ ଥିଲେ ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ର ଛାତ୍ରୀ lଇତ୍ଯବସରରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବାଲିଗୁଡା ବ୍ଲକ୍ ଶାଖା ସହଯୋଗରେ ଅତିବଡୀ ଜଗନ୍ନାଥ ଦାସ ଜୟନ୍ତୀ ସାହିତ୍ଯାଲୋଚନା ଆୟୋଜନ କରା ଯାଇଥିଲା l
