ଭଞ୍ଜନଗର,(ବବି ରଥ):-
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ରେ ଦେଖି ବାକୁ ମିଳିଛି ଏବର୍ଷ ର ନବରାତ୍ରି ଗଣେଶ ପୂଜା ସବୁ ଅଞ୍ଚଳ ରେ.ପ୍ରତେକ ବର୍ଷ ଏହି ଅଞ୍ଚଳ ରେ ବିଭିନ୍ନ ପ୍ରକାର ର ଗଣେଶ ମୂର୍ତ୍ତି ସହ ପାର୍ଶ୍ଵ ସାଜ -ସଜା ଅତି ନିଆରା ପ୍ରଦେଶ ରେ. ଏଥର ପାଗ ଅନୁକୂଳ ନଥିଲେ ବି ଯେତେବେଳେ ପାଗ ଶୁଖିଲା ଥାଏ ଭକ୍ତ ମାନେ ଦର୍ଶନ ପାଇଁ ବାହାରି ପଡନ୍ତି. ଏଭଳି ସଂସ୍କୃତି ସମ୍ପର୍ଣ୍ଣ ମାଟିରେ ପୂଜା ଯେତେ ନିଆରା ଏଠାକାର ସମସ୍ତ ଅନୁଷ୍ଠାନ ସହିତ ଅଞ୍ଚଳ ବାସୀ ଙ୍କ ବ୍ୟବହାର ସେତେ ହୃଦୟ ସ୍ବର୍ଶୀ.
