ଭଞ୍ଜନଗର,(ବବି ରଥ):-
ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ କୁ ରାଜ୍ୟ ସରକାର NAC ଘୋଷଣା କରିବା ପରେ, ସ୍ଥାନୀୟ ବିଧାୟକ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ସ୍ଥାନୀୟ ଅଞ୍ଚଳ ର ନବ ନିର୍ବାଚିତ ବ୍ଲକ ଉପାଦକ୍ଷ ଙ୍କ ସହ ବ୍ୟବସାୟିକ ସଂଘ, ବୁଦ୍ଧିଜୀବୀ, ଦଳୀୟ କର୍ମୀ ସମୂହ ମିଶି ସରକାର ଙ୍କ ନିଷ୍ପତିକୁ ବିପୁଳ ମାତ୍ରା ରେ ସ୍ୱାଗତ ଜଣାଇଥିଲେ.
