ମୁମ୍ବାଇରେ ଗଙ୍ଗାଧର ଗୌଡ଼ଙ୍କ ବାସଭବନରେ ପ୍ରଭୁ ବିନାୟକ ପୂଜା ଅନୁଷ୍ଠିତ

ମୁମ୍ବାଇ, ଗଙ୍ଗାଧର ଗୌଡ଼ :ନ୍ୟୁଜନର୍ଭ ମିଡ଼ିଆ ତରଫରୁ ଆମ ପ୍ରତିନିଧି ଶ୍ରୀ ଗଙ୍ଗାଧର ଗୌଡ଼ଙ୍କ ବିଜୟ ନଗର ପୁନାଲିଙ୍କ ରୋଡ଼, କଲ୍ୟାନ (ପୂର୍ବ) ବାସଭବନରେ ପ୍ରଭୁ ବିନାୟକ ପୂଜା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁଦର ମୁମ୍ବାଇରୁ ଆମର ଓଡ଼ିଆ ଭାଇ ଓ ବରିଷ୍ଠ ସାମ୍ବାଦିକ, ବାସୁ ଗୌଡ଼, ସୁଶାନ୍ତ ଗୌଡ଼ ଅଜୟ ଗୌଡ଼, ବିଜୟ କୁମାର ଗୌଡ଼ ଓ ସଞ୍ଜୟ ଗୌଡ଼ ସାମ୍ବାଦିକ ବନ୍ଧୁମାନେ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ପ୍ରଭୁ ମଙ୍ଗଳ ଚରଣ ଗଜାନନ ଗଜବଦନ ଶୁଭାନନ ବିଦ୍ୟାଦାୟକ ବୁଦ୍ଧି ପ୍ରଦାୟକ ପ୍ରଭୁ ବିଘ୍ନ ବିଘ୍ନ ବିନାୟକ ସମସ୍ତ ବାଧା ଦୂର କରନ୍ତୁ ଏବଂ ସମସ୍ତଙ୍କୁ ଆଶୀର୍ବାଦରେ କାମନା କରିଥିଲେ l ପ୍ରଭୁ ବିନାୟକଙ୍କ ତୁମର ସମସ୍ତ ବାଧା ଦୂର କରନ୍ତୁ ଏବଂ ତୁମକୁ ଜ୍ଞାନ ଏବଂ ସଫଳତା ସହିତ ଆଶୀର୍ବାଦ କରନ୍ତୁ।” “ଆସ, ଆମେ ଗଣପତି ବାପ୍ପାଙ୍କୁ ଆନନ୍ଦିତ ହୃଦୟରେ ସ୍ୱାଗତ କରିବା। ସେ ଆମକୁ ଶାନ୍ତି ଏବଂ ସମୃଦ୍ଧି ସହିତ ଆଶୀର୍ବାଦ କରନ୍ତୁ।”

ମୁମ୍ବାଇରେ ଗଙ୍ଗାଧର ଗୌଡ଼ଙ୍କ ବାସଭବନରେ ପ୍ରଭୁ ବିନାୟକ ପୂଜା ଅନୁଷ୍ଠିତ

You might also like
error: Content is protected !!