ବିଭୂତିଭୂଷଣ ଆଚାର୍ଯ୍ଯ ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇବେ

ବାଲିଗୁଡା:୨୦/୦୮(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ କାଉନସେଲର ଓ କନ୍ଧମାଳ ଜିଲ୍ଲା ସଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ଯ ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ା୨୦୧୩ରୁ କାଉନସେଲର ୨୦୨୨ରୁ ଜିଲ୍ଲା ବିଭୂତିଭୂଷଣ ଆଚାର୍ଯ୍ଯ ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇବେସଯୋଜକ ୨୦୦୦ରୁ ଜାତୀୟ ସେବା ଯୋଜନା ଅଧିକାରୀ ଥିଲେ ାରେଡ୍ ରିବନ କ୍ଲବ୍ ଜିଲ୍ଲା ସଯୋଜକ ସହ ସ୍ୱେଛ୍ଛାକୃତ ରକ୍ତଦାନ କାର୍ଯ୍ଯକ୍ରମ ଆୟୋଜନ କରିବାରେ ସେ ମାହିର୍ ାପୂର୍ବରୁ ରାଜ୍ଯପାଳ ସମ୍ମାନ ପ୍ରକୃତି ବନ୍ଧୁ ପୁରସ୍କାର ଡ ଆଚାର୍ଯ୍ଯ ଲଭିଛନ୍ତି ା

You might also like
error: Content is protected !!