ଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ବାଲିଗୁଡା : ୧୯/୦୮:(ସୁକାନ୍ତ କୁମାର ତ୍ରିପାଠୀ)ଆଜି ଫୁଲବାଣୀ କେପି ସାଲୁଙ୍କି ହୋଟେଲ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ, ରାମଚନ୍ଦ୍ର ପାତ୍ର, ସୁଶାନ୍ତ କୁମାର ପଣ୍ଡା, ଲଷ୍ମୀଧର ସାହୁ ମଞ୍ଚା ସୀନ ଥିଲାବେଳେ ଫୁଲବାଣୀ ଜିଲ୍ଲାର କିଛି ଔଷଧ ଦୋକାନୀ ବିଦାୟ କାଳୀନ ସଭାରେ ଉପସ୍ଥିତ ଥିଲେ ଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଫୁଲବାଣୀ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାlଏଥିରେ ଭେଷଜ ନିରୀକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଙ୍କୁ ନୟାଗଡ କୁ ବଦଳି ହୋଇଥିଲା ବେଳେ ତାଙ୍କରି ସ୍ଥାନରେ ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ ଙ୍କୁ ଫୁଲବାଣୀ ଭେଷଜ ନିରୀକ୍ଷକ ରୂପେ ନିଯୁକ୍ତି ଦିଆଯାଇଛି lଖାଲି ଇ. ସି ମେମ୍ବର ମାନେ ଆଜି ପୂର୍ବତନ D. I ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ଓ ନୂଆ D. I ଙ୍କୁ ସ୍ୱାଗତମ ସମ୍ବର୍ଦ୍ଧନା ଦେଇଛନ୍ତି l

Smart Computer Ad
You might also like
error: Content is protected !!