ବିଶ୍ୱ ଫଟୋଗ୍ରାଫି ଦିବସ 2025

ଓଡିଶା,19/08/25 ବିଚିତ୍ର ସାହୁ: ଆଜି ବିଶ୍ୱ ଫଟୋଗ୍ରାଫି ଦିବସ, ଫଟୋଗ୍ରାଫିର କଳା, କୌଶଳ, ବିଜ୍ଞାନ ଓ ଇତିହାସର ଏକ ବାର୍ଷିକ, ବିଶ୍ୱବ୍ୟାପୀ ଉତ୍ସବ। ବିଶ୍ୱ ଫଟୋଗ୍ରାଫି ଦିବସ 2025 ଆଗଷ୍ଟ 19 ମଙ୍ଗଳବାରରେ ପାଳିତ l ନିଶ୍ଚୟ କରନ୍ତୁ ଯେ, ଆପଣଙ୍କର ସର୍ବୋତ୍କୃଷ୍ଟ ଫଟୋଗୁଡିକ ସୋସିଆଲ୍ ମିଡିଆରେ ସେୟାର କରନ୍ତୁ, ଏବଂ ବିଶ୍ୱ ଫଟୋଗ୍ରାଫି ଦିବସ ରେ ସମସ୍ତ ପ୍ରକାରର ଫଟୋଗ୍ରାଫିର ବିଶ୍ୱବ୍ୟାପୀ ଉତ୍ସବ, ବିଶ୍ୱ ଫଟୋଗ୍ରାଫି ଦିବସ 2025ର ଆମର ଥିମ୍ ହେଉଛି “ମୋର ପ୍ରିୟ ସୁନ୍ଦର ଫଟୋ” ଆଜି ଏହି ବର୍ଷ ବିଶ୍ୱ ଫଟୋଗ୍ରାଫି ଦିବସରେ ମୁ ମୋର ଫୋଟ ସେୟାର କରୁଛି ଆପଣ ମଧ୍ୟ ଆପଣ ଙ୍କ ଫୋଟ ସେୟାର କରିବାକୁ ଯୋଜନା କରନ୍ତୁ l ତେବେ ଯଦି ଆପଣ ଚାହାଁନ୍ତି, ଆପଣଙ୍କ ପସନ୍ଦର ଫୋଟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଆପଣଙ୍କର ପ୍ରିୟ ଫଟୋ ଏବଂ ଏହା ପଛରେ ଥିବା କାହାଣୀକୁ ମଧ୍ୟ ସେୟାରକରନ୍ତୁ l

You might also like
error: Content is protected !!