ଖୋର୍ଦ୍ଧା(ସଞ୍ଜୀବ କୁମାର):-
ଘରୁ_ମିଳିଲାଣି_ନଗଦ_ସାଢେ_ଦୁଇ_କୋଟି*
-RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୨.୫ କୋଟି ଟଙ୍କା
-ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ମିଳିଲାଣି ୨.୫ କୋଟି ଟଙ୍କା
-ପ୍ରେସମିଟ୍ରେ ସୂଚନା ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ
-ଅନୁଗୁଳ ଘରୁ ୧.୩ କୋଟି, ଭୁବନେଶ୍ବର ଘରୁ ୧.୨ କୋଟି ଜବତ
-ସକାଳେ ୨ କୋଟି ମିଳିଥିଲା, ଏବେ ଆଉ ୫୦ ଲକ୍ଷ ଟଙ୍କା ମିଳିଛି
-ଯନ୍ତ୍ରୀଙ୍କର ୨ଟି ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଓ ୭ଟି ପ୍ଲଟ୍ ଅଛି
-ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି
-ସେୟାର ମାର୍କେଟରେ ୨.୭ କୋଟିର ଇନ୍ଭେଷ୍ଟ କରିଛନ୍ତି
-ମୁଖ୍ୟଯନ୍ତ୍ରୀ ଆସନ୍ତାକାଲି ଚାକିରିରୁ ଅବସର ନେଇଥାଆନ୍ତେ
-ଭିଜିଲାନ୍ସକୁ ଦେଖି ଝରକା ପଟେ ଫିଙ୍ଗି ଦେଇଥିଲେ ବିଡ଼ାବିଡା ଟଙ୍କା
