ଖଣିଜପାଣ୍ଠିସମୀକ୍ଷାକରିବକେନ୍ଦ୍ରୀୟ_ଟିମ୍.

ଖୋର୍ଦ୍ଧା,(ସଞ୍ଜୀବ କୁମାର):-
-ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମ୍‌ଙ୍କ ଓଡ଼ିଶା ଗସ୍ତ
-୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ୍.
-ଆଜିଠୁ ୨୩ ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ
-କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ନେଇ ସମୀକ୍ଷା କରିବ ଟିମ୍.
-କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ

Smart Computer Ad
You might also like
error: Content is protected !!