ଖୋର୍ଦ୍ଧା,(ସଞ୍ଜୀବ କୁମାର):-
-ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରେସମିଟ୍.
-ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମନମୋହନଙ୍କ ପ୍ରେସମିଟ୍.
-‘ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା’
-‘ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ’
-‘ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ’
-‘ଦୀର୍ଘ ସମୟ ଧରି ସରକାରରେ ଥିଲେ କରିପାରିଲେ ନାହିଁ’.
-‘ଉଭୟ କଂଗ୍ରେସ ଓ ବିଜେଡି OBCଙ୍କୁ ଅବହେଳା କରିଛନ୍ତି’
-‘ସବୁବେଳେ ମଣ୍ଡଳ କମିଶନ୍ ସପକ୍ଷରେ BJP ରହିଛି’
