ବିଦାୟ କାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଓକିଲ ସଙ୍ଘ ତରଫରୁ ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ରୂପଶ୍ରୀ ଚୌଧୁରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ସଭାପତି ମନୋଜ ପଟ୍ଟନାୟକ,ଉପ ସଭାପତି ଟି କେ ରେଡ୍ଡୀ,ସମ୍ପାଦକ ଭେଙ୍କଟ ରାଓ,ଯୁଗ୍ମ ସମ୍ପାଦକ ଅସିତ ସାବତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ପୂର୍ବକ ଆଲୋଚନା କରିଛନ୍ତି l

You might also like
error: Content is protected !!