ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଢେଙ୍କାନାଳ ଘରେ ରେଡ୍। ରାମଚନ୍ଦ୍ରଙ୍କ ୯ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ। ଗାୟତ୍ରୀ ନଗର ସ୍ଥିତ ଘର, ପୈତୃକ ଘର ଓ ଗଁଦିଆରେ ରେଡ୍। ଧର୍ମଗଡ଼ ଓ ଜୁନାଗଡ଼ରେ ଥିବା ୨ ଝିଅଙ୍କ ଘରେ ମଧ୍ୟ ରେଡ ଚାଲିଛି।

You might also like
error: Content is protected !!