ଆସନ୍ତାକାଲି ଓଡ଼ିଶା ଆସିବେ ଗଡ଼କରୀ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-
-ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ
-ଆସନ୍ତାକାଲି ଓଡିଶା ଆସିବେ ନୀତିନ ଗଡ଼କରୀ
-କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ
-ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରିବେ
-୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
-ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା