ଜନ ଆରୋଗ୍ୟ ଯୋଜନାରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ ।

ଆର,ଉଦୟଗିରି(ମନୋଜ କୁମାର ପାଢ଼ୀ):- ରିଖ ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜନ ଆରୋଗ୍ୟ ଯୋଜନାରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ ହୋଇଯାଇଛି ଏ ଅବସରରେ ରା. ଉଦୟଗିରି ଡା ନିବେଦିତା ପଣ୍ଡା ଡେରେବା ଡା ଗୁପ୍ତା ସିଡିପିଓ ଶ୍ରୀମତୀ ଲଳିତା ପୂଜାରୀ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଯମୁନା ଦଳବେହେରା ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ସମିତିସଭ୍ୟ ଶ୍ରୀ ପୂର୍ଣଚନ୍ଦ୍ର ଗମାଙ୍ଗ ସାଂସଦ ପ୍ରତିନିଧି ମଣ୍ଟୁ ଘଡ଼ାଇ ବିଜେପି ବ୍ଲକ ସଭାପତି ତପନ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ | ଡିଜିଟାଲ ସ୍କ୍ରିନ ମାଧ୍ୟମରେ ରାଜ୍ୟ ନେତୃବୃନ୍ଦ ଙ୍କ ବାର୍ତ୍ତା ଜନ ସାଧାରଣ ଶୁଣିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାର ମହିଳା ଓ ପୁରୁଷ ଜମା ହୋଇଥିଲେ କିଛି ବ୍ୟକ୍ତି ବିଶେଷଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା | କାର୍ଯ୍ୟକ୍ରମକୁ ଶ୍ରୀ ଶଶାଙ୍କ ଶେଖର ସୁବୁଦ୍ଧି ଓ ସୁରେନ୍ଦ୍ର ମଣ୍ଡଳ ପରିଚାଳନା କରିଥିଲେ

You might also like
error: Content is protected !!