ସୋ ରୁମ୍‌ ନିଆଁ ଆୟତ୍ତ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-

କଟକ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ.
-ଦୋଳମୁଣ୍ଡାଇରେ ଥିବା ସୋ’ରୁମ୍‌ ସହ ଗୋଦାମରେ ଅଗ୍ନିକାଣ୍ଡ.
-ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ.
-ସୋ’ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଥିଲା ନିଆଁ.
-ଏସି ସର୍ଟସର୍କିଟରୁ ନିଆଁ ବ୍ୟାପିଥିବା ସନ୍ଦେହ

You might also like
error: Content is protected !!