ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶିବବାବାଙ୍କ ଧ୍ୱଜା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶିବବାବାଙ୍କ ଧ୍ୱଜା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ

ନୟାଗଡ ( ପ୍ରଭାକର ଶିରୋମଣି ):- କଣ୍ଟିଲୋ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମଝିସାହି ପାଟଣା ଜଗନ୍ନାଥ କୁଟୀର ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶୁକ୍ରବାର ଶିବବାବା ଙ୍କ ଧ୍ବଜା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମା କୁମାରୀ  ଶୁଭାଶିନୀ ଯୋଗ ଦେଇ ଶିବ ବାବା ଧ୍ୱଜା ଉତ୍ତୋଳନ କରିବା ସହିତ ଉପସ୍ଥିତ ଥିବା ଭାଇ ଭଉଣୀ ମାନେ ରାଜ୍ୟ ଦେଶ ତଥା  ବିଶ୍ୱର ମଙ୍ଗଳ କାମନା କରି ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ  ଶୁଶିଳା, ବ୍ରହ୍ମକୁମାରୀ  ସାବିତ୍ରୀ, ଵିକେ ସୁକାନ୍ତି, ଵିକେ ବାସନ୍ତୀ, ଵିକେ ,  ଟିକିନା , ଵିକେ ନର୍ମଦା ଓ ଵିକେ ବିମଳା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  କେଳୁ ଚରଣ ସାହୁ, ଚିତ୍ତରଞ୍ଜନ ସାହୁଏହି କାର୍ଯ୍ୟକ୍ରମରେ  ସହଯୋଗ କରିଥିଲେ ।

You might also like
error: Content is protected !!