ପରୋପକାରୀ ମହିଳା ଙ୍କ ଦ୍ୱାଦଶହ ଦିବସ ପାଳିତ
ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ କପିଳେଶ୍ୱର ଶାସନ ନୀବାସୀ ମନୋଜ ମହାପାତ୍ର ଙ୍କ ଧର୍ମ ପତ୍ନୀ ଅହଲ୍ୟା ମହାପାତ୍ର ଙ୍କ 48 ବର୍ଷ ରେକମ ବୟସ ରେ ଦେହାନ୍ତ ହୋଇ ଯାଇଛି |ସେ ଜଣେ ପରୋପକାରୀ ମହିଳା ଥିଲେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ଦୁଈ ପୁଅ ଓ ସ୍ୱାମୀ ଦେଢ଼ୁଶୁର , ପୁତୁରା, ବଡ଼ ଯାଆ,ନଣନ୍ଦ,ନଣନ୍ଦେଇ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ସେ ସମସ୍ତ ଙ୍କୁ ଛାଡି, ହୃଦ ଘାତ ରେ ଆରପାରିକୁ ଚାଲିଗଲେ ତାଙ୍କର ବିୟୋଗ ରେ ଘରଲୋକେ,ସାହିପଡିଶା, ସହର ବାସୀ ବହୁତ ଦୁଃଖ ଅନୁଭବ କରି ଶୋକ ପ୍ରକାଶ କରିଥିଲେ ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ତେବେ ଆଜି ତାଙ୍କ ଦ୍ୱାଦ ସାହ ଦିବସରେ ବନ୍ଧୁ ବାନ୍ଧବ, ଆତ୍ମୀୟ, ସ୍ୱଜନ , ଜ୍ଞ୍ୟାତି, କୁଟୁମ୍ବ,ପରିବାର, ତାଙ୍କ ଫୋଟରେ ପୁଷ୍ପ ମାଲ୍ୟ ଦେଇ, ପ୍ରଦୀପ ପ୍ରଜ୍ବଳନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ଏହି ଦ୍ୱାଦଶାହ ଦିବସରେ ଅହଲ୍ୟା ଙ୍କ ସ୍ୱାମୀ ମନୋଜ ମହାପାତ୍ର, ବଡ଼ ଦେଢ଼ୁଶୁର ଶଶୀନ୍ଦ୍ର ମହାପାତ୍ର, ମଝିଆ ଦେଢ଼ୁଶୁର ଶିବ କୁମାର ମହାପାତ୍ର, ବଡ଼ ପୁଅ ତାରା ପ୍ରସାଦ ମହାପାତ୍ର, ସାନପୁଅ ରୁଦ୍ର ପ୍ରସାଦ ମହାପାତ୍ର, ପୁତୁରା, ଝିଆରୀ, ବନ୍ଧୁ ବାନ୍ଧବ ଉପସ୍ଥିତ ରହି ଥିଲେ ଏହା ସହ ବିଜେପିର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ, ବହୁ ବିଜେପି ଓ ବିଜେଡିର ନେତା କର୍ମୀ, ଆଇନ ଯିବି, ବ୍ୟବସ୍ୟାୟି, ସାମ୍ବାଦିକ, ଅଫିସର, କର୍ମଚାରୀ , ପୁରୁଷୋତ୍ତମପୁର ବଣିକ ସଙ୍ଘର କର୍ମକର୍ତ୍ତା, ସଦସ୍ୟ ଙ୍କ ସହିତ ଅନ୍ୟନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ |