ଓଡ଼ିଶା ଲୋକ କଳା ମହୋତ୍ସବ
ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ) :- ବଣାଇଁଗଡ଼ ରାଜଧରଣୀ ଧର ବହୁମୁଖି ପଡିଆ ଠାରେ ଲୋକକଳା ପର୍ବ ଅନୁଷ୍ଠିତ ହୋଇଯାଇଛି l ରାଜା ବୀର କେଶରୀ ଇନ୍ଦ୍ର ଦିଅଦେବଙ୍କ କରକମଳରେ ଏହା ଉଦଘାଟନ ହୋଇଥଲା l ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଗୁରୁଶ୍ରୀ ଶଙ୍କର୍ଷଣ ପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପୂର୍ବକ ସମ୍ମାନୀତ କରାଯାଇଥିଲା l ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲୋକ କଳାକାର ଯୋଗ ଦେଇଥିଲେ l