ବିଜୁ ଭଲିବଲ୍ ଟ୍ରଫି
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ “ବିଜୁ ଟ୍ରଫି” ଭଲିବଲ ଟୁର୍ଣ୍ଣାମେଣ୍ଟ ଚାଲିଛି l ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଠାରେ “ବିଜୁ ଟ୍ରଫି” ଚାଲୁ ରହିଛି l ଏହି ପଞ୍ଚମ ଦିବସରେ ଗଞ୍ଜାମ,ଗଜପତି,କନ୍ଧମାଳ ଆଦି ଜିଲ୍ଲାର 16 ଟି ଭିନ୍ନ-ଭିନ୍ନ ଅନୁଷ୍ଠାନର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ l ଏଥିରେ ବିଜେଡ଼ିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା,ଭୃଗୁ ବକ୍ସି ପାତ୍ର, ସୁବାଷ ବେହେରା,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।