ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ୨୭ ଯାଏଁ +୨ ପରୀକ୍ଷା

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSEର ସୂଚନା

  • ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ
  • ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ହେବ +2 ପରୀକ୍ଷା
  • ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି
    ୪୫ଦିନପରେ_ରେଜଲ୍ଟ
  • ଯୁକ୍ତ ୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ
  • ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବ
You might also like
error: Content is protected !!