ମହେନ୍ଦ୍ରଗଡ ସନ୍ତୋଷ ମୋଟର୍ସ ସୋରୁମ ପକ୍ଷରୁ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁପାଢୀ ପାଢୀ) ଆଜି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଠାରେ ସନ୍ତୋଷ ମୋଟର୍ସ ମହେନ୍ଦ୍ରଗଡ଼ ସୋରୁମ ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି କାର୍ଯ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନ୍ ଚାର୍ଜ – ଡକ୍ଟର N .Jaya prakash, Lab Technician – ସନ୍ତୋଷ କୁମାର ଗୁପ୍ତା ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସହ ସୋରୁମର ମାଲିକଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ କେନ୍ଦ୍ରର ଅଳିଆ ଆବର୍ଜନା ସବୁ ଝାଡୁ ମାରି ସଫା କରାଗଲା ।

Smart Computer Ad
You might also like
error: Content is protected !!