ପୁରୀ ଶ୍ରୀମନ୍ଦିର ରେ ମାନିବେ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ

ପୁରୀ(ଏସ.ଏମ.ପି):- ଶ୍ରୀମନ୍ଦିର ରେ ମାନିବେ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ନୂଆଁ ନିୟମ ।ପ୍ରଥମ ନିୟମ : ଡ୍ୟୁଟି ସମୟ ରେ କୌଣସି ଅଧିକାରୀ ଓ କର୍ମଚାରୀ ପାନ, ଗୁଡଖା,ଏବଂ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ ।ଦିତୀୟ ନିୟମ : ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରାଯିବ।ତୃତୀୟ ନିୟମ : ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାନୁୟାରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବେ । ଯଦି ନ କରନ୍ତି ତାହେଲେ କୌଣସି ଇଂକ୍ରି ମେଣ୍ଟ ଏବଂ ପଦନୋତି ହେବ ନାହିଁ ।ଚତୁର୍ଥ ନିୟମ : ସମସ୍ତ ଅଧିକାରୀ ଓ କର୍ମଚାରୀ ହସ୍ତ୍ ତନ୍ତ ଲୁଗା ପିନ୍ଧି ଶ୍ରୀମନ୍ଦିରକୁ ଆସିବେ । ୟୁନିଫ୍ରମ୍ ପୋଷାକ ଧାରୀ ମାନଙ୍କୁ ଏହି ନିୟମ ଲାଗୁ ହେବ ନାହିଁ ।ପଞ୍ଚୟ ନିୟମ : ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ଓ କର୍ମଚାରୀ ମାନେ ମୋବାଇଲ ବ୍ୟବହାର କରିବାର ଉପରେ କଟକଣା କରାଯାଇଛି ।

You might also like
error: Content is protected !!