ମାଳ ବନ୍ଧରେ ନିର୍ମାଣ ହେଉଥିବା କଂକ୍ରିଟ କାର୍ଯ୍ୟର ସମୀକ୍ଷା 

ନୟାଗଡ଼(ପ୍ରଭାକର ଶିରୋମଣି ):- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ   ନୀଳମାଧଵ ବିକାଶ ପ୍ରକଳ୍ପ ରେ ଅନ୍ତର୍ଭୁକ୍ତ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରି ନୟାଗଡ ଜଳ ସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତୃପ୍ତିମୟୀ ମହାନ୍ତି ଓ କଣ୍ଟିଲୋ ସହକାରୀ ଯନ୍ତ୍ରୀ ଇଂ ରାମମୋହନ ବ୍ରହେରା ନିର୍ମାଣାଧୀନ  କାର୍ଯ୍ୟର ସମୀକ୍ଷା କରି ଆବଶ୍ୟକୀୟ  ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କ କର୍ମଚାରୀଙ୍କୁ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି  ସୂଚନା  ଦେଇଥିବା ପ୍ରକାଶ l
           

You might also like
error: Content is protected !!