ସଡକ ସୁରକ୍ଷା ସଚେତନତା : ନିଶା ଖାଇ ଗାଡି ଚଳାନ୍ତୁ ନାହିଁ ଦୁର୍ଘଟଣାକୁ ଡାକି ଆଣନ୍ତୁ ନାହିଁ”

କନିସି(ଶ୍ରୀକାନ୍ତ ସାହୁ):-ଭାରି ଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ପାଲୁର ଗଞ୍ଜାମ IDTRS ଦ୍ଵାରା NH 16 କନିଶି ହାଟ କାନିଶି ଠୁ ବ୍ରହପୁର ଯାଏଁ ସଡକ ସୁରକ୍ଷା ସଚେତନତା ର ଶୋଭାଯାତ୍ରା କରିଛନ୍ତି । ସେମାନେ ହାତରେ ବୋଡ ଧରି ଭାଶନ ରେ କୋହିଛନ୍ତି
୧..”ମୁଣ୍ଡରେ ପିନ୍ଧନ୍ତୁ ହେଲ୍‌ମେଟ୍ ଖୋଲିବନି କେବେ ଯମର ଗେଟ୍।”
୨.ସଡ଼କ ସୁରକ୍ଷା, ଜୀବନ ରକ୍ଷା
୩.”ସୁରକ୍ଷାକୁ କଲେ ତୁମେ ନିଜର ଦୁର୍ଘଟଣା ନିଶ୍ଚେ ହୋଇବ ଦୂର।”
୪..”ସୁରକ୍ଷାକୁ କଲେ ତୁମେ ନିଜର ଦୁର୍ଘଟଣା ନିଶ୍ଚେ ହୋଇବ ଦୂର।”
୫.ଯେବେ ଡେଇଁବ ସୁରକ୍ଷା ଗାର ଉଜୁଡି ଯିବ ସୁନା ସଂସାର।
୬.ଧ୍ୟାନ ନଦେଲେ ସୁରକ୍ଷା ଠାରେ ଜୀବନ ଯିବ ରାସ୍ତା ମଝିରେ ।

You might also like
error: Content is protected !!