ସିଧା ଯମ ପୁରୋକୁ ଯିବା ପାଇଁ ରାସ୍ତା ପାଲୋଟିଛି ,ବ୍ରହ୍ମପୁର ହଳଦିଆପଦର ରେଳବାଇ ଓଭରବ୍ରିଜ୍
ବ୍ରହ୍ମପୁର(ଶ୍ରୀକାନ୍ତ କୁମାର ସାହୁ):-ବ୍ରହ୍ମପୁରକୁ ଯିବା ବେଳେ ରୁହନ୍ତୁ ସାବଧାନ, କାରଣ ବ୍ରହ୍ମପୁର ହଳଦିଆପଦର ରେଳବାଇ ଓଭରବ୍ରିଜ୍ ଉପରେ ବହୁତ୍ ଗୁଡ଼ିଏ ଖାଲ, ଓ ଫାଟ ଦେଖିବାକୁ ମିଳୁଛି ଆଉ ବ୍ରିଜ୍ ସାଇଡ୍ ୱାଲ୍ ଗୁଡ଼ିକ ଧୀରେ ଧୀରେ ଭାଙ୍ଗିବା ରେ ଲାଗିଛି । ଏହି ବ୍ରିଜ ରେ ପ୍ରତେକ ଦିନ ବହୁତ ଦୁର୍ଘଟଣା ଘୋଟୁଛି ଅନେକ ଜୀବନ ନେଇ ସାରିଲାଣି ଏହି ବ୍ରହ୍ମପୁର ହଳଦିଆପଦର ରେଳବାଇ ଓଭରବ୍ରିଜ୍।
ପ୍ରଶାସନଙ୍କୁ ଅନୁରୋଧ ଏହି ଓଭରବ୍ରିଜ୍ ତୁରନ୍ତ ମରାମତି କରାଯିବା ଉଚିତ ।