ମରଣଯନ୍ନା ରାସ୍ତା ପାଲଟିଛି NH 16
ବ୍ରହ୍ମପୁର (ଭଗବାନ ଦାସ):-ଗିରିସୋଲା ଠାରୁ ଗୋପାଳପୁର ଜଙ୍କସନ ମଧ୍ୟରେ NH16 ରାସ୍ତାରେ ହଜାର ହଜାର ଖାଲ ଦେଖିବାକୁ ମିଳୁଛି l ବର୍ଷା କ୍ଷତିଗ୍ରସ୍ତ ରାସ୍ତା ମୋଟର ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଚି । ଏହି ଖାଲ ଥିବାରୁ ବହୁତ୍ ଦୁର୍ଘଟଣା ହଉଚି। NH 16 ପାଲଟିଛି ମରଣଯନ୍ନା ରାସ୍ତା। ତୁରନ୍ତ ମରାମତି କରାଯିବା ଉଚିତ |