ନବବର୍ଷରେ ମନ୍ଦିର ପ୍ରାଙ୍ଗଣରେ ବଣଭୋଜି
ବ୍ରହ୍ମପୁର:: ଭାରତ ରେ ଅଧିକାଂଶ ଲୋକ ଇଂରାଜୀ ନବବର୍ଷ କୁ ପାଳନ କରନ୍ତି | ନୁଆଁ ବର୍ଷ ରେ ପ୍ରାୟ ଅଧିକାଂଶ ଲୋକ ଭୋଜି କରିଥାନ୍ତି | ପୁରୁଣା ଦିନକୁ ମନେରଖିବାପାଇଁ ନୁଆଁ ବର୍ଷ ରେ ବହୁଦିନର ପୁରାତନ ସାଙ୍ଗସାଥି ଆଜି ଅମ୍ବାପୁଆ ଜଗନ୍ନାଥ ମନ୍ଦିର କୁ ସମସ୍ତ ପୁରାତନ ସାଙ୍ଗସାଥି ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାପରେ ମନ୍ଦିର ପ୍ରାଙ୍ଗଣରେ ଭୋଜିର ନିଆରା ଢଙ୍ଗରେ ଆୟୋଜିତ ହୋଇଥିଲା | ରଙ୍ଗେଈଲୁଣ୍ଡା , ଆମ୍ବପୁଆ ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ନିୟୁଜନଭ