ଅଣ ଅନୁମୋଦିତ ଖାଦ୍ୟ ଓ ପାନୀୟ ବିକ୍ରି ନେଇ ଆଇଆରସିଟିସିର ଚଢ଼ଉ ଜୋରଦାର

ନୂଆଦିଲ୍ଲୀ: ବିଭିନ୍ନ ପ୍ଲାଟଫର୍ମ ଏବଂ ରେଳ ଭିତରେ ସ୍ୱଚ୍ଛ ଏବଂ ସତେଜ ଅନୁମୋଦିତ ଖାଦ୍ୟ ଓ ପାନୀୟ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କୋର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ଜୋରଦାର ଚଢ଼ଉ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଗଠନ କରାଯାଇଥିବା…

୨୦୦ରୁ ଅଧିକ ଗିରଫ; ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇI-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ

ଭୁବନେଶ୍ୱର, ପିଆଇବି :ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଇଏସଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶାହଜାଦ ଭଟ୍ଟି ନେଟୱାର୍କ (ଏସବିଏନ) ବିରୋଧରେ ବିଭିନ୍ନ ରାଜ୍ୟରେ ଏକ ବଡ଼ ଧରଣର ଅଭିଯାନ ଚଲାଇ ଏହାର ଆତଙ୍କବାଦୀ ସିଣ୍ଡିକେଟକୁ ନଷ୍ଟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ…

ବାଲିଗୁଡ଼ାରେ ଲଗାଣ ବର୍ଷା, ଜଳାଭିଷେକ ପାଇଁ ଶିବ ମନ୍ଦିରରେ କାଉଁରିଆଙ୍କ ଭିଡ଼

ବାଲିଗୁଡ଼ା, ୧୭/୦୮: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ଥଣ୍ଡା ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅଞ୍ଚଳରେ ଶୀତଳ ପରିବେଶ ସୃଷ୍ଟି…

ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବାଲିଗୁଡା , ୧୬/୦୮: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ଅବସ୍ଥିତ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆନନ୍ଦର ସହ ଗତକାଲି ପାଳିତ ହୋଇଯାଇଛି।ଅନୁଷ୍ଠାନ କାର୍ଯ୍ୟାଳୟ…

ବଳଦେବ ସେନା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା : ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ବଳଦେବ ସେନା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଳଦେବ ସେନାର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ। ସେନାର ସଭାପତି ଶ୍ରୀଯୁକ୍ତ ପପୁନ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

ଗୋଟିଏ ବର୍ଷରେ ୧ କୋଟି ଯୁବକଯୁବତୀଙ୍କ ପାଇଁ ଏଆଇ ଦକ୍ଷତା ତାଲିମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ନେଟୱାର୍କ୫-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଦେଶବ୍ୟାପୀ କ୍ରୀଡା ପ୍ରତିଭା ଅନ୍ୱେଷଣ ଅଭିଯାନଆଧୁନିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ଦୃଢ଼ ବେସାମରିକ ପ୍ରତିରକ୍ଷା ନେଟୱାର୍କ ସୃଷ୍ଟି୨୦୪୭ ସୁଦ୍ଧା ଭାରତ ୧୦୦ ଗିଗାଓ୍ବାଟ୍‌…

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଶ୍ରୀ ସତ୍ୟ ସାଈ ସମିତି ନିକଟସ୍ଥ ରେଟଙ୍ଗ କଲୋନୀ ଖେଳପଡ଼ିଆଠାରେ ଆନନ୍ଦ, ଉଲ୍ଲାସ ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ…

ବାଲିଗୁଡ଼ାରେ ଧୁମଧାମରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବାଲିଗୁଡ଼ା, ୧୫/୦୮: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହୋତ୍ସବ ଦେଶାତ୍ମବୋଧ ଓ ଉତ୍ସାହ-ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ…
error: Content is protected !!