ସଂସ୍କୃତ ବିଭାଗ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ନୟାଗଡ଼(ପ୍ରଭାକର ଶିରୋମଣି ):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ସଭା ଗୃହରେ ସଂସ୍କୃତ ବିଭାଗ ତରଫରୁ ୧୬ ତାରିଖ ଗୁରୁବାର ଏକ ଜାତୀୟ ଆଲୋଚନା ଚକ୍ର " ରମ୍ୟା ରାମାୟଣ କଥା " ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରକୁ କଲେଜ ଅଧ୍ୟକ୍ଷ!-->…