ଭୁବନେଶ୍ୱରରେ 64ତମ ସିଜିପିବି ବୈଠକ ଅନୁଷ୍ଠିତ ଭାରତର ଖଣିଜ ଓ ଖଣି କ୍ଷେତ୍ରରେ ନବସୃଜନ, ସ୍ଥିରତା ଏବଂ ଅଭିବୃଦ୍ଧିକୁ…
ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ରୀୟ ଭୂତାତ୍ତ୍ୱିକ କାର୍ଯ୍ୟକ୍ରମ ବୋର୍ଡ (ସିଜିପିବି) ର 64ତମ ବୈଠକ ଆଜି ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟର ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଶ୍ରୀ ଭି. ଏଲ୍. କାନ୍ତାରାଓ!-->…