ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡ
ଖୋର୍ଦ୍ଧା (ସଞ୍ଜୀବ କୁମାର):-ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶାସ୍ତ୍ରୀ ବ୍ରିଜ ସେକ୍ଟର-୧୯ ଓ ରେଲୱେ ବ୍ରିଜ ମଧ୍ୟରେ ଲାଗିଲା ନିଆଁ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ଟେଣ୍ଟକୁ ବ୍ୟାପୁଛି ନିଆଁ । ଆଖପାଖର ଟେଣ୍ଟ ଖାଲି କରୁଛି ପ୍ରଶାସନ ।
