ପୂର୍ବତନ କାଉନ ସିଲରଙ୍କ ପିତା ଉଦୟ ଗୌଡ଼ଙ୍କ ଦ୍ୱାଦଶାହ ଦିବସ ପାଳିତ,
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ସହର ସ୍ଥିତ ଚାଙ୍ଗୁଡ଼ିଆ ପଦର ସାହି ସ୍ଥିତ ପୂର୍ବତନ କାଉନ ସିଲର ଈଶ୍ୱର ଗୌଡ଼ଙ୍କ ପିତା ଉଦିୟ ଗୌଡ଼ ଗତ ତା- 08/01/2025 ରିଖ ପୌଷ ଶୁକ୍ଳ ପକ୍ଷ ନବମୀ ତିଥି ରେ ରାତ୍ର 7ଘଣ୍ଟ 40 ମିନଟ ସମୟେ ଇହଧାମ ତ୍ୟାଗ କରିଥିଲେ | ଆଜି ତାଙ୍କର ଦ୍ୱାଦଶାହ ଦିବସ | ଏହି ପରି ପେକ୍ଷୀରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବେଶେଷ, ରାଜନେତା ଓ ଜ୍ଞ୍ୟାତି ଭାଈ କୁଟୁମ୍ବ, ଆତ୍ମୀୟ ସୋଜନ୍, ସମସ୍ତେ ତାଙ୍କ ବାସଭବନ ସହିତ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇ ତାଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୁଅ ଈଶ୍ୱର ଗୌଡ଼, ଭି ପୁତୁରା କାମ୍ପ ଜୁତିଆ ଗୌଡ଼, ନାତି ସନ୍ତୋଷ ଗୌଡ଼, କିରଣ ଗୌଡ଼, ବିକାଶ ଚନ୍ଦ୍ର ଗୌଡ଼,, ବାସୁଦେବ ଗୌଡ଼ , ଭାଗିରଥି ଗୌଡ଼, ମିଥୁନ ଗୌଡ଼, ସାଗର ଗୌଡ଼, ପ୍ରେମ ଗୌଡ଼, ଦିପୁ ଗୌଡ଼, ମାଧବ ଗୌଡ଼, ଜୋଇଁ ପୁଅ ନିଶାକର ଗୌଡ଼, ପୁର୍ଣ ଗୌଡ଼, ସୁରେନ୍ଦ୍ର ଗୌଡ଼ ଙ୍କ ସହିତ ବୋହୁ ଝିଅ, ଜୋଇଁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ | ସେ ଜଣେ ପରୋପକାରୀ, ସତ୍ୟବାଦୀ ବ୍ୟକ୍ତି ଥିଲେ |
