ରାମନବମୀ ସହ ଜନତା ପାର୍ଟିର 46 ତମ ସ୍ଥାପନା ଦିବସପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-

ଆଜି ପବିତ୍ର ରାମ ନବମୀ ସହ ଭାରତୀୟ ଜନତା ପାର୍ଟି ର 46ତମ ସ୍ଥାପନା ଦିବସରେ ଭଟକୁମରଡା ମଣ୍ଡଳ 37 ନମ୍ବର ଜୋନ, ର ସମସ୍ତ ଆଠ ଗୋଟି ପଂଚାୟତ ର ସମସ୍ତ ଶକ୍ତି କେନ୍ଦ୍ର ର ପ୍ରମୁଖ,ବୁଥ ସଭାପତି ଓ ପଂଚାୟତ ସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଘୁମୁସର ଜିଲ୍ଲା, ଗଞ୍ଜାମ, ଖଲ୍ଲିକୋଟନିର୍ବାଚନ ମଣ୍ଡଳୀ ସୁନାଥର ଗ୍ରାମ ପଂଚାୟତ ରେ ବିଜେପିର 46ତମ ପ୍ରତିଷ୍ଠା ଦିବସ ପାଳନକରାଯାଇଥିଲା,ଉକ୍ତ ବୈଠକ ରେ ଘୁମୁସର ଜିଲ୍ଲା ର ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ତଥା 37 ନମ୍ବର ଜୋନ ଜିଲ୍ଲା ପରିଷଦ ପାର୍ଥୀ ସୁକାନ୍ତ କୁମାର ଦାସ, ଘୁମୁସର ଜିଲ୍ଲା ପୂର୍ବତନ ଜିଲ୍ଲା ଉପସଭାପତି ଶେଷଦେବ ପଣ୍ଡା, ମଣ୍ଡଳ ର ତଥା ଜିଲ୍ଲା ର R. S. S ର ସଂଚାଳକ ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ସ୍ୱାଇଁ, ରାଇପୁର ପଂଚାୟତ ର ରବୀନ୍ଦ୍ର ପଣ୍ଡା,ବାଘଳା ପଂଚାୟତ ପ୍ରମୁଖ ନାରାୟଣ ନାହାକ, ସୁନାଥର ପଂଚାୟତ ର ପ୍ରମୁଖ ରାମହରି ନାହାକ,ସହ ପ୍ରମୁଖ ଭଗବାନ ମଳିକ ବିଜୟ ନାହାକ ନରି ନାହାକ କୃଷ୍ଣ ଖୁଣ୍ଟିଆ , ଶିବ ନାହାକ ଲିଙ୍ଗରାଜ ନାହାକ, ହରି ନାହାକ, ସନ୍ତୋଷ ନାହାକ ଭାଇ,ଶୋଳଘର ପ୍ରମୁଖ ରବୀନ୍ଦ୍ର ସାବତ, କୈଳାଶ ସାହୁ ଗାଙ୍ଗଦହଣି ପଂଚାୟତ ପ୍ରମୁଖ ହରିହର ଭୁଆଁ, ଜଗନ୍ନାଥ ପୁର ପ୍ରମୁଖ ଗତିକୃଷ୍ଣ ଦାଶ, ରଣଝାଲୀ ପଂଚାୟତ ର ପ୍ରମୁଖ ଲଷ୍ମୀ ଗୌଡ଼ ବିଜେପି ଯୁବ ନେତା ସୁରେଶ ମହାପାତ୍ର, ସନ୍ତୋଷ ନାହାକ, ବିଦ୍ୟାଧର ନାହାକ, ଭଳି ବହୁ ବିଜେପି ନେତା ତଥା ସମସ୍ତ ବୁଥ ସଭାପତି ଙ୍କୁ ନେଇ ବିଜେପି 46ତମ ରାଷ୍ଟ୍ରୀୟ ସ୍ଥାପନା ଦିବସ ସୁନାଥର ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା |

You might also like
error: Content is protected !!