ସରିଲା ପୁରୁଷୋତ୍ତମପୁର ସହର ରେ ଥିବା ଚାରି ପୁଞ୍ଜା ଦଣ୍ଡ ଦଳ ର ମେରୁଯାତ୍ରା ଓ ହନୁମାନ ଜୟନ୍ତୀ
ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ଓଡ଼ିଆ ନୁଆଁ ବର୍ଷ, ହନୁମାନ ଜୟନ୍ତୀ ଓମେଷ ସଂକ୍ରାନ୍ତି, ତଥା ଗଞ୍ଜାମ ର ଗଣ ଯାତ୍ରା ଦଣ୍ଡ ନାଚର ଶେଷ ମେରୁ ଖୁଣ୍ଟ ଯାତ୍ରା । ପୁରୁଷୋତ୍ତମପୁର ବ୍ଳକ ମଧ୍ୟରେ ମୋଡା ବାଇ ଏକ ଦଣ୍ଡ, ରାଉଳ ପଲି ଏକ ଦଣ୍ଡ, କୋଳିଦାସ ପୁର ଏକ ଦଣ୍ଡ, ଜାମୁନି ଏକଦଣ୍ଡ,!-->…