ଏକାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ୩ଟି ମେଢ ଲୋକାର୍ପିତ, ଭିଡ…
ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଏକାଦଶ ଦିବସରେ ପହଞ୍ଚିଥିବା ବେଳେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ସ୍ରସାଧକ ମିଟୁ ସାହୁଙ୍କ ଦ୍ବାରା ସୁମନ ସଜ୍ଜିତ ମା’ଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ!-->!-->!-->…